26/05/2026
*ଆସନ୍ତାକାଲି ତା ୨୬ ମଇ ମଙ୍ଗଳବାର, ଅପରାହ୍ନ ୪ ଘଟିକା ସମୟରେ ଆପଣମାନଙ୍କ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ କରକମଳରେ ରାସ୍ତାର ଶୁଭଭିଭିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଗଡ଼ମଧୁପୁର ଠାରୁ ଭୁବନପୁର ପର୍ଯ୍ୟନ୍ତ ରାସ୍ତାର ଶୁଭ ଭିଭିପ୍ରସ୍ତର ସ୍ଥାପନ ଭୁବନପୁର ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ହେବ । ଏହି ଜନହିତକର ଓ ବହୁ ପ୍ରତୀକ୍ଷିତ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସମସ୍ତ ଙ୍କୁ ସାଦର ଆମନ୍ତ୍ରଣ। ଆପଣମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଭବ୍ୟ ଓ ସଫଳମଣ୍ଡିତ କରିବାକୁ ଅନୁରୋଧ...*