� theatre BBSR�

� theatre BBSR� Contact information, map and directions, contact form, opening hours, services, ratings, photos, videos and announcements from � theatre BBSR�, Cinema, bhubaneswar, Bhubaneswar.

01/03/2024
29/02/2024

Welcome everyone, join us on this auspicious occasion to watch 3 beautiful plays from Uttarpurush Natya Sanstha. One master director ,a young director And Two great Director Let's see March 20th.21th. and 22

ନାଟକ ଦେଖି ଆସିବାକୁ ଅନୁରୋଧ ଉତ୍ତରପୁରୁଷର ଏକ ଭିନ୍ନ ପ୍ରୟାସ, ଓଡ଼ିଆ ଭାଷା ସାହିତ୍ୟର ଅନବଦ୍ୟ କୃତି ଜ୍ଞାନପୀଠର ମୂର୍ତ୍ତିଦେବୀ ସମ୍ମାନରେ ସମ...
20/08/2023

ନାଟକ ଦେଖି ଆସିବାକୁ ଅନୁରୋଧ
ଉତ୍ତରପୁରୁଷର ଏକ ଭିନ୍ନ ପ୍ରୟାସ, ଓଡ଼ିଆ ଭାଷା ସାହିତ୍ୟର ଅନବଦ୍ୟ କୃତି ଜ୍ଞାନପୀଠର ମୂର୍ତ୍ତିଦେବୀ ସମ୍ମାନରେ ସମ୍ମାନିତ କବି ହର ପ୍ରସାଦ ଦାସଙ୍କ ବଂଶ କବିତା ଆଧାରରେ ନାଟକ ଅଭିଶପ୍ତ ଈଶ୍ୱର, ମହାଭାରତର ମହାଗାଥା| ଆଜି ସଞ୍ଜ ୭ଟାରେ ରବୀନ୍ଦ୍ରମଣ୍ଡପ ଭୁବନେଶ୍ୱରରେ|
ଉତ୍ତରପୁରୁଷ ସର୍ବଦା ସଠିକ ସମୟରେ ନାଟକ ଆରମ୍ଭ କରିବାରେ ବିଶ୍ୱାସ ରଖେ ଓ ଆରମ୍ଭ କରିଥାଏ| ଆଶା ରଖିବୁ ନାଟକ ଆରମ୍ଭର ଅବ୍ୟବହିତ ପୂର୍ବରୁ ଉପସ୍ଥିତି ରଖିବେ|
ଦେଖା ହେବ କାବ୍ୟିକ ପରିବେଷଣରେ| ହଁ, ସାମାନ୍ୟ ଅର୍ଥ ଦେଇ ଦର୍ଶକ ସଦସ୍ୟ ହୋଇ ନାଟକ ଦେଖିବା| ଏହା ଆଜିର ସମୟର ଆହ୍ୱାନ|https://insider.in/abhisapta-iswara--aug21-2023/event

17/08/2023

Buy Tickets for Abhisapta Iswara (ଅଭିଶପ୍ତ ଈଶ୍ଵର - ମହାଭାରତର ମହାଗାଥା)!

Scan this qr code and book your tickets now.. uttara purusha played the theatre of rabindra mandap bhubaneswar.
17/08/2023

Scan this qr code and book your tickets now.. uttara purusha played the theatre of rabindra mandap bhubaneswar.

ମୁଁ ବି ଆସୁଛି ନାଟକ ଦେଖି। ଟିକେଟ କାଟି। ଆପଣ ବି ଆସନ୍ତୁ। ଭାରତୀୟ ଜ୍ଞାନପୀଠର ମୂର୍ତ୍ତିଦେଵୀ ପୁରସ୍କାରରେ ସମ୍ମାନିତ ହରପ୍ରସାଦ ଦାସ ଙ୍କର କ...
17/08/2023

ମୁଁ ବି ଆସୁଛି ନାଟକ ଦେଖି। ଟିକେଟ କାଟି। ଆପଣ ବି ଆସନ୍ତୁ।
ଭାରତୀୟ ଜ୍ଞାନପୀଠର ମୂର୍ତ୍ତିଦେଵୀ ପୁରସ୍କାରରେ ସମ୍ମାନିତ ହରପ୍ରସାଦ ଦାସ ଙ୍କର କାଳଜୟୀ 'ବଂଶ' ମହାକାବ୍ୟର ଆଧାରରେ ଉତ୍ତରପୁରୁଷର ନୂଆ ନାଟକ "ଅଭିଶପ୍ତ ଈଶ୍ଵର"
ନିର୍ଦ୍ଦେଶନା : ଦେବଦତ୍ତ ପତି
ଆପଣ ବି ଆସନ୍ତୁ। ଟିକେଟ ପାଇଁ ଏଇ ଲିଙ୍କକୁ କ୍ଲିକ କରନ୍ତୁ।https://insider.in/abhisapta-iswara--aug21-2023/event

Address

Bhubaneswar
Bhubaneswar
751001

Alerts

Be the first to know and let us send you an email when � theatre BBSR� posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to � theatre BBSR�:

Share

Category